ଭୁବନେଶ୍ୱର: କାର୍ତ୍ତିକ ପରେ ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କାର୍ତ୍ତିକ ପୂର୍ଣ୍ଣିମାର ୧୫ ଦିନ ପରେ ଧାଡି ଦର୍ଶନ ଆରମ୍ଭ ହେବ । କାର୍ତ୍ତିକ ମାସ ସରିଲେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯିବ ।