19.1 C
Bhubaneswar
Wednesday, February 11, 2026
Homeଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ହରିବାବୁ କମ୍ଭମ ପାଟି । ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ  କାର୍ଯ୍ୟ କରିଛନ୍ତି । ଓଡିଶାରେ ୫ଟି ଦକ୍ଷତା ବିକାଶ  କେନ୍ଦ୍ର ଖୋଲିଛନ୍ତି  । ଯାହାଦ୍ୱାରା ଯୁବପିଢିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ସହାୟକ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking