30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅଟୋ-ଟ୍ୟାଙ୍କର ଧକ୍କା: ଜଣେ ମୃତ

ଅଟୋ-ଟ୍ୟାଙ୍କର ଧକ୍କା: ଜଣେ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ, ଶାହବାଦରୁ ରାମପୁର ଯାଉଥିବା ଏକ ଅଟୋକୁ ରାମଗଙ୍ଗା ସେତୁ ସମ୍ମୁଖରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ ଅଟୋଟି କିଛି ଫୁଟ ଗଭୀର ଖାଇରେ ପଡ଼ିଯାଇଥିଲା। ଅଟୋରେ ଯାତ୍ରା କରୁଥିବା ଜାଇଟୋଲିର ବାସିନ୍ଦା ଷାଠିଏ ବର୍ଷୀୟ ଧର୍ମଦାସଙ୍କ ମୃତ୍ୟୁ ହୋଇଥିଲା। ଅନେକ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ସମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାହବାଦକୁ ଅଣାଯାଇଥିଲା। ଯେଉଁଠାରେ ଡାକ୍ତର ଧର୍ମଦାସଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking