17.1 C
Bhubaneswar
Tuesday, December 9, 2025
Homeଓଡିଶାଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଭିଏସ୍ଏସ୍ ନଗରରେ ତ୍ରିନାଥ ବସ୍ତିର ଆଜାଦ ଶବରଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିରେ ପହଞ୍ଚି କହିଛନ୍ତି, ତାଙ୍କୁ କେହି ଦୁର୍ବୁତ୍ତ ମାଡ଼ ମାରିଛି । ତେବେ ନିଶା କରବାରକୁ ନେଇ ମାରପିଟ ହୋଇଥିବା ପୁଲିସ ସନ୍ଦେହ କରୁଛି । ଆଜାଦ ଶବର ନାମକ ବ୍ୟକ୍ତି ଜଣକ ତ୍ରିନାଥ ବସ୍ତିରେ ରହି ଆସୁଥିଲେ । ତେବେ ୧୧୦୦ ଟଙ୍କା ନ ଦେବାରୁ ଦୁର୍ବୁତ୍ତ ମାନେ ଗୋଡ଼େଇ ଗୋଡ଼େଇ ହାଣିଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking