ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମହାନଦୀକୁ ନେଇ କ୍ରୁତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା । ଦାମୀ ଓକିଲ ପୋଷିବାକୁ ଯୋଜନା କରାଯାଇଥିଲା । ବିଜେପି ସରକାର ଆସିବା ପରେ ସମାଧାନ ପାଇଁ ପ୍ରୟାସ ଆରମ୍ଭ ।କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ହେବ ।









