24.1 C
Bhubaneswar
Friday, February 6, 2026
Homeଓଡିଶାନ୍ୟାୟ ଦାବିରେ ୧୨କିଲୋମିଟର ପଦଯାତ୍ରାରେ ଗାଁ ମହିଳା

ନ୍ୟାୟ ଦାବିରେ ୧୨କିଲୋମିଟର ପଦଯାତ୍ରାରେ ଗାଁ ମହିଳା

ଅନୁଗୁଳ: ନ୍ୟାୟ ଦାବିରେ ୧୨କିଲୋମିଟର ଚାଲି ଚାଲି ଆସି ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ପରିବାର ଓ ଗାଁ ମହିଳା । ଅନୁଗୁଳ ଶ୍ୟାମସୁନ୍ଦରପୁର ମୃତ ନାବାଳିକା ଜସ୍ମିନ ସେଠଙ୍କୁ ନ୍ୟାୟ ଦାବିରେ ଗାଁରୁ ପ୍ରାୟ ୧୨ କିଲୋମିଟର ଚାଲି ଚାଲି ଆସି ଏସ୍‌ପିଙ୍କୁ ଭେଟିବାକୁ ଯାଉଛନ୍ତି ମୃତକଙ୍କ ମା’ ଓ ଗାଁର ଶତାଧିକ ମହିଳା । ଏହାରି ଭିତରେ ଜସ୍ମିନ ସେଠଙ୍କ ମୃତ୍ୟୁ ଘଟଣାକୁ ୧୨ ଦିନ ବିତିଥିବା ବେଳେ ପୁଲିସ୍ ମୃତ୍ୟୁ ରହସ୍ୟର ଖୁଲାସା କରି ପାରିନି ଏଣୁ ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଏକଜୁଟ ହୋଇ ଜସ୍ମିନକୁ ନ୍ୟାୟ ଦାବିରେ ଏସ୍‌ପି ଅଫିସ୍ ଘେରାଉ କରିବାକୁ ବାହାରିଥିବା ବେଳେ ପୁଲିସ ସେମାନଙ୍କୁ ଗାଡ଼ିରେ ନେବାକୁ ଗାଡ଼ି ଚାଳକଙ୍କୁ ବାରଣ କରିବାରୁ ଚାଲି ଚାଲି ଅଫିସ ଅଫିସ୍ ଯାଉଛନ୍ତି ୨୦୦ରୁ ଅଧିକ ମହିଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking