ଭୁବନେଶ୍ୱର: ବିଧାନସଭାରେ ଚୋରି ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ କଂଗ୍ରେସ ଚିଠି ଲେଖିଛି । ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା । ମାର୍ଚ୍ଚ ୨୬ରେ ଧାରଣା ବେଳେ ହଜିଯାଇଥିବା ସାମଗ୍ରୀକୁ ନେଇ ଚିଠି ଲେଖିଛି କଂଗ୍ରେସ ।ସୁନା ଚେନ, ଘଣ୍ଟା, ଚଷମା, ସାର୍ଟ ପ୍ୟାଣ୍ଟ ଫେରାଇଦେବାକୁ ଦାବି କରିଛନ୍ତି ।ଆଜି କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ , ନାରୀ ସୁରକ୍ଷା ପ୍ରସଙ୍ଗରେ ଅନାସ୍ଥା ଭୋଟ ଆଣିଛି ।









