ଭୁବନେଶ୍ୱର: ଯୁକ୍ତିତର୍କରୁ ଯାତ୍ରୀମାନଙ୍କୁ ଥାପଡ ମାରିଲେ ଆମ ବସ କଣ୍ଡକ୍ଟର । ବସ ଭିତରୁ ବାହାରୁ ଆସି ବାହାରେ ଥାପଡ ମାରିଲେ । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପରେ ଥାପଡ ମାରିଲେ । ଯାତ୍ରୀଙ୍କୁ ଚାପୁଡା ମାରି ଆମ ବସ କଣ୍ଡକ୍ଟର ଦାଦାଗିରି ଦେଖାଇଛନ୍ତି ।










