ଭୁବନେଶ୍ୱର: ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି!ମାଗଣାରେ ବାଲି ଯୋଗାଇବେ ସରକାର । ଏହା ଉପରେ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି । ଆହୁରି କହିଛନ୍ତି, ବାଲି ମାଫିଆଙ୍କୁ ନିସ୍ତାର ମିଳିବନି କହିଲେ ଖଣି ମନ୍ତ୍ରୀ । ୨୦୨୪- ୨୫ ଆର୍ଥିକ ବର୍ଷରେ ୪୩୬୧ ଚଢାଉ କରାଯାଇଛି । ୪୬୭୬ ଗାଡି ଜବତ କରିବା ସହ ୪୮. ୧୭ କୋଟି ଜରିମାନା ଆଦାୟ କରାଯାଇଛି ।









