30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ

ନେପାଳ: ନେପାଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଝଲାନାଥ ଖଲାନଙ୍କ ସ୍ତ୍ରୀଙ୍କୁ ଜାଳି ମାରିଦେଲେ ବିକ୍ଷୋଭକାରୀ। ବିକ୍ଷୋଭକାରୀଙ୍କ କବ୍‌ଜାରେ ପୂରା ରାଜଧାନୀ କାଠମାଣ୍ଡୁ । କେବଳ ଏତିକି ନୁହେଁ, ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିବା ସୂଚନା ମିଳିଛିଏଥି ସହିତ ନେପାଳର ବୈଦେଶିକ ମନ୍ତ୍ରୀ ଅର୍ଜୁ ରାଣା ଦେଉବାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏହି ସମୟରେ, ପ୍ରତିବାଦକାରୀମାନେ ନେପାଳର ଅର୍ଥମନ୍ତ୍ରୀ ବିଷ୍ଣୁ ପାଉଡେଲଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣାପଡିଛି। ନେପାଳର ଜେନ ଜେଡ ଯୁବକଙ୍କ ଏହି ପ୍ରତିବାଦ ସରକାରଙ୍କୁ ହଲାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking