30.1 C
Bhubaneswar
Sunday, February 8, 2026
Homeଓଡିଶାଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ: ମନ୍ତ୍ରୀ

ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ: ମନ୍ତ୍ରୀ

ଭୁବନେଶ୍ୱର: ବାଣୀବିହାରରୁ ଅଣଛାତ୍ରଙ୍କୁ ତଡିବା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶୈକ୍ଷିକ ବାତାବରଣ ତ୍ସଷ୍ଟି ପାଇଁ ଯାହା ପଦକ୍ଷେପ  ନେବା କଥା କରାଯାଉଛି । ଆବାହମାନ କାଳରୁ ଏହା ଚାଲି ଆସିଛି, ଆମେ ସୁଧାର ପାଇଁ  ଉଦ୍ୟମ କରୁଛୁ ।  ନାଲି ଆଖି ଦେଖାଇ ଏହା କରିହେବନି, ପୂର୍ବତନ ଛାତ୍ରମାନେ ଦାୟିତ୍ୱବାନ ହୁଅନ୍ତୁ । ରାକିଂ ଓ ଗୁଣାତ୍ମକ ମାନ ନେଇ ଆନେ ସବୁବେଳେ ଚିନ୍ତିତ ରହୁଛୁ ।  ସେଥିପାଇଁ ସମସ୍ତଙ୍କ ସହେଯାଗ ଆବଶ୍ୟକ  । ନାଲି ଆଖି ଦେଖାଇ କରିହେବନି । କ୍ୟାମ୍ପସରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ହଷ୍ଟେଲକୁ ସିଲ କରାଯିବ । ତାପରେ ମରାମତି ପାଇଁ ଛାତ୍ରମାନଙ୍କୁ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking