ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି । ସାରକୁ ନେଇ ଚାଷୀମାନେ ଭୟଭୀତ ହୁଅନ୍ତୁନି । ବିରୋଧୀ ଏହାକୁ ନେଇ ଅଯଥା ରାଜନୀତି କରୁଛନ୍ତି । ସାର କଳାବଜାରୀ ରୋକିବାକୁ ବିଭାଗ ପଦକ୍ଷେପ ନେଉଛି । ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।