27.1 C
Bhubaneswar
Thursday, December 11, 2025
Homeଓଡିଶାନଭେମ୍ବର / ଡିସେମ୍ବରରେ ଓଡିଶା ଆସିବେ ରାହୁଲ : ଭକ୍ତ

ନଭେମ୍ବର / ଡିସେମ୍ବରରେ ଓଡିଶା ଆସିବେ ରାହୁଲ : ଭକ୍ତ

ଭୁବନେଶ୍ୱର: ନଭେମ୍ବର / ଡିସେମ୍ବରରେ ଓଡିଶା ଆସିବେ ରାହୁଲ । ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ । ରୋଡ ସୋ , ପଦଯାତ୍ରା, ସଭା କାଯ୍ୟକ୍ରମ ରହିଛି ।  ଭୋଟ ଚୋରି, ନାରୀ ନିଯାତନା , ଓଡିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ।

https://www.youtube.com/watch?v=az59f4HLa60&t=1s

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking