ମୟୁରଭଞ୍ଜ: ଗଣେଶ ଭସାଣିରେ ଯୋଗ ଦେଇ ପାରିବେନି ଛାତ୍ରଛାତ୍ରୀ । ମୟୁରଭଞ୍ଜର ସମସ୍ତ ସ୍କୁଲକୁ ନୋଟିସ ଜାରି କଲେ ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଗତବର୍ଷ ଭସାଣି ସମୟରେ ୪ ଜଣ ଛାତ୍ର ବୁଡି ପ୍ରାଣ ହରାଇଥିଲେ ।