26.1 C
Bhubaneswar
Monday, December 15, 2025
Homeଓଡିଶାସାପ କାମୁଡାରେ ଭାଇଭଉଣୀ ମୃତ

ସାପ କାମୁଡାରେ ଭାଇଭଉଣୀ ମୃତ

ବଣାଇ: ବଣାଇ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୋଷ ଥାନା ଅନ୍ତର୍ଗତ ଝିରିପାଣି ଗ୍ରାମରେ ଘଟିଛି ଏହିଭଳି ଅଘଟଣ । ସୋମବାର ରାତିରେ ଉଭୟ ସାପ କାମୁଡାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ଭାଇଭଉମୀଙ୍କୁ ମୃତ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking