20.1 C
Bhubaneswar
Saturday, December 6, 2025
Homeଓଡିଶାନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନରେ ଏକ ଧଳା ବାଘ ଶାବକର ମୃତ୍ୟୁ ହୋଇଛି । ଶାବକଟି ଗତ ଜୁନ ମାସ ୭ ତାରିଖରେ  ଧଳା ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶ ମିଳନରୁ ଜନ୍ମ ନେଇଥିଲା ।  ଜନ୍ମ ବେଳରୁ ଶାଗୁଣାଟି ରୁଗଣ ଥିଲା । ମା ଠାରୁ ଅଲଗା କରି  ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଇନକ୍ୟୁବେଟରରେ ରଖି ଚିକିତ୍ସା କରାଯାଇଥିଲା ।  ଗତ ରାତିରେ ତାର ମୃତ୍ୟୁ ହୋଇଛି । ଏହା ଫଳରେ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି ।   ମୋଟ ବାଘ ସଂଖ୍ୟା  ୨୮କୁ ହ୍ରାସ ପାଇଛି ।   ଶାବକଟିର ମୃତ୍ୟୁର କାରଣ ଜାଣିବା ପାଇଁ  ଶବକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking