23.1 C
Bhubaneswar
Sunday, February 15, 2026
Homeଓଡିଶାଦୁର୍ନୀତିଖୋରଙ୍କୁ ଠାବ କରିବ ଟେକ୍ନୋଲୋଜି: ମନ୍ତ୍ରୀ

ଦୁର୍ନୀତିଖୋରଙ୍କୁ ଠାବ କରିବ ଟେକ୍ନୋଲୋଜି: ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁର୍ନୀତିଖୋରଙ୍କୁ ଟାବ କରାଯିବ । ବୈଷୟିକ ଜ୍ଞାନ କୌଶଳ ଆପଣେଇବା ପାଇଁ ଆଲୋଚନା ଆରମ୍ଭ ହୋଇଛି । ସନ୍ଦେହ ଘେରରେ ଥିବା କର୍ମଚାରୀଙ୍କ ଗତିବିଧିକୁ ଟ୍ରାକ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking