ଭୁବନେଶ୍ୱର: ପାଣ୍ଡିଆନ ସର୍ବେସର୍ବା ନୁହନ୍ତି କହିଲେ ବିଧାୟକ ଗଣେଶ୍ୱର ବେହେରା । ପାଣ୍ଡିଆନଙ୍କ ଉପରେ ନବୀନଙ୍କ ଭରସା ଅଛି , କିନ୍ତୁ ପାଣ୍ଡିଆନ ସର୍ବେସର୍ବା ନୁହନ୍ତି । ପାଣ୍ଡିଆନ କଦାପି କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ନବୀନ ପାଣ୍ଡିଆନଙ୍କୁ କେବେ ଉତ୍ତରାଧିକାରୀ କରିନାହାନ୍ତି କି ପାଣ୍ଡିଆନ ଦାବି କରିନାହାନ୍ତି ।










