25.1 C
Bhubaneswar
Saturday, February 7, 2026
Homeଓଡିଶାଓଳାଶୁଣି ପୀଠରେ ବରିଷ୍ଠ ନେତାଙ୍କ ଗୁପ୍ତ ବୈଠକ

ଓଳାଶୁଣି ପୀଠରେ ବରିଷ୍ଠ ନେତାଙ୍କ ଗୁପ୍ତ ବୈଠକ

ଯାଜପୁର: ଯାଜପୁର ଓଳାଶୁଣି ଗୁମ୍ଫାରେ ବରିଷ୍ଠ ନେତାଙ୍କର ଗୁପ୍ତ ବୈଠକ। ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ବରିଷ୍ଠ ନେତାମାନଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ମିଳିଥିବା ଗୁପ୍ତ ସୂଚନା ଅନୁଯାୟୀ ନୂତନ ଆଞ୍ଚଳିକ ଦଳ ନିର୍ମାଣ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଳାଶୁଣୀ ପୀଠରେ ପୁରାଣ ନେତାଙ୍କ ସମାବେଶ ଓଡିଶା ରାଜନୀତିରେ ହଟଚମ୍ପଟ । ନୂଆ ଆଞ୍ଚଳିକ ଦଳ ନେଇ ଚର୍ଚ୍ଚା ଜୋର ଧରିଛି। ଯାଜପୁର ଜିଲ୍ଲାରେ ପ୍ରସିଦ୍ଧ ସିଦ୍ଧ ପୁରୁଷ ଅରକ୍ଷିତ ଦାଶଙ୍କ ଓଳାଶୁଣୀ ପୀଠରେ ଓଡିଶାରେ ପୁରୁଣା ହେବିୱେଟ୍ ନେତା ଏକାଠି ହୋଇ ଏକ ନୂତନ ଆଞ୍ଚଳିକ ଦଳ ଗଠନ ନେଇ ଗୁପ୍ତ ବୈଠକ ହୋଇଥିଲା । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking