19.1 C
Bhubaneswar
Monday, December 8, 2025
Homeଓଡିଶାଦିନକରେ କେତେ ଥର ଗ୍ରୀନ ଟି ପିଇବା ଉଚିତ ଜାଣନ୍ତୁ..

ଦିନକରେ କେତେ ଥର ଗ୍ରୀନ ଟି ପିଇବା ଉଚିତ ଜାଣନ୍ତୁ..

ଭୁବନେଶ୍ୱର: ଆମେ ଆଗରୁ ଜାଣିଛନ୍ତି, ଚା ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ହେଲେ, ଆଜିକାଲି ସୁସ୍ଥ ରହିବା ପାଇଁ ନିଜକୁ ଫିଟ ରଖିବା ପାଇଁ ଗ୍ରୀନ ଟି  ପିଉଛନ୍ତି ଲୋକେ ।  ଏଥିରେ କ୍ଷୀର କିମ୍ବା ଚିନି ମିଶାଯାଏ ନାହିଁ ।  କିନ୍ତୁ  ଏହା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ ।  ଗ୍ରୀନ ଟିରେ    ଆଣ୍ଟି ଅକ୍ସିଡାଣ୍ଟ ଥାଏ ।   ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥକୁ  ବାହାର କରିଥାଏ । ଏହା ହୃଦରୋଗର ଆ ଶଙ୍କା କମ କରିଥାଏ ।  ଦିନକୁ ଗ୍ରୀନ ଟି  ଗୋଟିଏରୁ ତିନି କପ  ଚା ପିଇବା ଲାଭ ଦାୟକ ବୋଲି କୁହାଯାଏ । ଏହାକୁ ତିଆରି କରିବାକୁ ହେଲେ କପରେ ଟି – ପ୍ୟାକେଟ କିମ୍ବା ୨ରୁ ୪ ଗ୍ରାମ ଗ୍ରୀନ ଟି ପାଉଡର  ଗରମ ପାଣିରେ ପକାଇ ୧ରୁ ୨ମିନିଟ ଯାଏ ରଖିବେ । ଅଧିକ ସମୟ ଧରି ରଖିବା ଦ୍ୱାରା  ଏହାର ଗୁଣ କମିଯାଅଥାଏ । ଗ୍ରୀନ ଟି ଅଧିକ ପିଇବା ଦ୍ୱାରା  ଶରୀର ପାଇଁ କ୍ଷତିକାରକ ହୋଇଥାଏ ।  ଅତ୍ୟଧିକ ଗ୍ରୀନ ଟି ପିଇବା ଦ୍ୱାରା   ଅନିଦ୍ରା, ପେଟ ଗ୍ୟାସ, ଭୋକ ନଲାଗିବା, ହୃଦ ସ୍ପନ୍ଦନ ବଢିବା ଭଳି ଲକ୍ଷଣ ଦେଖାଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking