ବାରିପଦା: ବାରିପଦାରୁ ସମ୍ନାକୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । କୁଳିଆଣି ଥାନା ଏନ୍ଏଚ୍-୧୮ କାନ୍ତା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ମୃତକ ସାରସକଣା ଅଞ୍ଚଳର ବାସିନ୍ଦା ହୋଇଥିବା ସୂଚନା ମିଳିଛି । ଖବର ପାଇ ôଘଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଲିସର ତଦନ୍ତ ଜାରି ରହିଛି ।










