ପଟ୍ଟାମୁଣ୍ଡାଇ: ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଅଭିଯୁକ୍ତ ପୀଉସାକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଆଉ ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଚାଲିଛି। ରାକ୍ଷୀ ପୂର୍ଣ୍ଣିମା ଦିନ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭଯୋଗ ଆଧାରରେ ଗିରଫ କଲା ପୋଲିସ।










