28.1 C
Bhubaneswar
Wednesday, February 4, 2026
Homeଓଡିଶାଜମିଜମା କେସର ସମାଧାନ ନିର୍ଦ୍ଦେଶ: ମନ୍ତ୍ରୀ

ଜମିଜମା କେସର ସମାଧାନ ନିର୍ଦ୍ଦେଶ: ମନ୍ତ୍ରୀ

ଭୁବନେଶ୍ୱର: ଜମିଜମା କେସର ସମାଧାନ ନିର୍ଦ୍ଦେଶ । ଏନେଇ ନିର୍ଦ୍ଦେଶ ଦେଲେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  ଅକ୍ଟୋବର ସୁଦ୍ଧା ବିଚାରଧୀନ ବନ୍ଦୋବସ୍ତ  ସମସ୍ୟାର ସମାଧାନ ହେବ  । ଯୁଦ୍ଧକାଳୀନ ଭିତରେ  ସବୁ ମାମଲା ଶୁଣାଣି କରିବାରୁ ନିର୍ଦ୍ଦେଶ ।  ରାଜସ୍ୱ କୋର୍ଟ କେମିତି ବୃଦ୍ଧି ହେବ ଗୁରୁତ୍ୱ ଦେଉଛି ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking