16.1 C
Bhubaneswar
Tuesday, December 9, 2025
Homeଓଡିଶାକାଲି ରାଇଘର ବନ୍ଦ ପାଇଁ ବିଜେଡିର ଡାକରା

କାଲି ରାଇଘର ବନ୍ଦ ପାଇଁ ବିଜେଡିର ଡାକରା

ଉମରକୋଟ: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ବନ୍ଦ ଡାକରା। ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଲା ବିଜେଡି। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡିର ବନ୍ଦ ପାଳନ ଡାକରା। ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେଡିର ବନ୍ଦ ଡାକରା।ଏନେଇ ସୂଚନା ଦେଲେ ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking