18.1 C
Bhubaneswar
Saturday, December 6, 2025
Homeଓଡିଶାଟଙ୍କା ପାଇଁ ସାଙ୍ଗକୁ ହତ୍ୟା!

ଟଙ୍କା ପାଇଁ ସାଙ୍ଗକୁ ହତ୍ୟା!

ଗଞ୍ଜାମ: ଘର ଭିତରୁ ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ ।  ବଡବଜାର ହରିଡାଖଣ୍ଡିରେ ଭଡା ଘରୁ ଉଦ୍ଧାର ପରେ ଏମକେସିଜିରେ ମୃତ୍ୟୁ ହୋଇଛି ।  ଯୁବକଙ୍କୁ ପିଟି ଗୁରୁତର କରିବା ପରେ ତାଲା ପକାଇ  ଫେରାର ହୋଇଯାଇଛନ୍ତି ଅନ୍ୟ ଯୁବକ । ଟଙ୍କା ନେଣଦେଣକୁ ନେଇ ଫେରାର  ଯୁବକ ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking