21.1 C
Bhubaneswar
Sunday, February 8, 2026
Homeଓଡିଶାଶ୍ରୀମନ୍ଦିରରେ ହିଡେନ କ୍ୟାମେରା ପ୍ରସଙ୍ଗ ଆହୁରି କଡା ଚେକିଂ ହେବ: ମନ୍ତ୍ରୀ

ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ପ୍ରସଙ୍ଗ ଆହୁରି କଡା ଚେକିଂ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ହିଡେନ କ୍ୟାମେରାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ କହିଲେ ଆଇନ ମନ୍ତ୍ରୀ ।  ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣିହେବ । ଆହୁରି କଠୋରତାର ସହ କିପରି ଚେକିଂ କରାଯିବ ବିଚାର କରୁଛୁ । ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କଲେ ଦଣ୍ଡିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking