22.1 C
Bhubaneswar
Thursday, February 12, 2026
Homeଓଡିଶାକାହା ଜୀବନକୁ ନେଇ ରାଜନୀତି ନହେଉ: ଉପମୁଖ୍ୟମନ୍ତ୍ରୀ

କାହା ଜୀବନକୁ ନେଇ ରାଜନୀତି ନହେଉ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସରକାର ସବୁ ପଦକ୍ଷେପ ନେଇଥିଲେ, ଝିଅର ଜୀବନ ବଞ୍ଚିପାରିଲା ନାହିଁ । ବେଷ୍ଟ ଟ୍ରିଟମେଣ୍ଟ ତାଙ୍କୁ ଯୋଗାଇ ଦିଆଯାଇଛି । ସରକାର ଯାହା ପଦକ୍ଷେପ ନେଇଛନ୍ତି ସେଥିରେ ତାଙ୍କ ବାପା ଖୁସି । ବିରୋଧୀ ଦଳଙ୍କ କାମ ବିରୋଧ କରିବା  । କାହା ଜୀବନକୁ ନେଇ ରାଜନୀତି ନହେଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking