21.1 C
Bhubaneswar
Monday, December 8, 2025
Homeଓଡିଶାଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି: ମନ୍ତ୍ରୀ

ଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି: ମନ୍ତ୍ରୀ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ମପତ୍ର ଭାଇରାଲ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁମାନେ ସାମିଲ ଥିଲେ ତାଙ୍କୁ ଗିରଫ କରାଯାଇଛି । ଆଗାମୀ ଦିନରେ ସ୍ୱଚ୍ଛତା ସହ ପରୀକ୍ଷା ହେବ । ତାକୁ ଗୁରୁତ୍ୱ ଦିଆଯାଉଛି । ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରିବୁ ।  ଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି ।  ଏନସିଟି ଗାଇଡଲାଇନ ଅନୁସାରେ ପରୀକ୍ଷା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking