25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଭାରତ ଡେଡ୍ ଇକୋନୋମୀ: ଟ୍ରମ୍ପ

ଭାରତ ଡେଡ୍ ଇକୋନୋମୀ: ଟ୍ରମ୍ପ

ନୂଆଦିଲ୍ଲୀ: ୨୫ ପ୍ରତିଶତ ଟାରିଫ ଲାଗୁ ପରେ  ଭାତର ବିରୋଧରେ  ଟ୍ରମ୍ପଙ୍କ କଡା ଟିପ୍ପଣୀ ।  ଭାରତୀୟ ଅର୍ଥନୀତିକୁ ଡେଡ ବୋଲି କହିଲେ ଟ୍ରମ୍ପ । ଦୁଇ ଦେଶ ଭାରତ ଏବଂ ଋଷର ଅର୍ଥନୀତି ବୁଡି ଯିବ ବୋଲି କହିଛନ୍ତି । ତେବେ ଋଷ ସହ ଭାରତର ସମ୍ପର୍କ ନେଇ  ମୋର କିଛି ଯାଏ ଆସେ ନାହିଁ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି । ଭାରତ ସହ ଆମେରିକାର ସ୍ୱଲ୍ପ ବ୍ୟବସାୟ ରହିଛି । ଋଷ ସହ ଆମେରିକା ମଧ୍ୟ ପ୍ରାୟ ବ୍ୟବସାୟ କରେନି ବୋଲି ଟ୍ରମ୍ପ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking