16.1 C
Bhubaneswar
Sunday, December 7, 2025
Homeଓଡିଶାଖାଲି ପେଟରେ ହେଙ୍ଗୁ ପାଣି ପିଇବାର ଲାଭ ଜାଣନ୍ତୁ ..

ଖାଲି ପେଟରେ ହେଙ୍ଗୁ ପାଣି ପିଇବାର ଲାଭ ଜାଣନ୍ତୁ ..

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଦୃଷ୍ଟିକୋଣରେ  ହେଙ୍ଗୁ ଏକ ଅତ୍ୟାବଶ୍ୟକ ଔଷଧ ଭାବରେ ଜଣାଶୁଣା ।  ଏହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ।  ବରଂ ଚମତ୍କାର  ଲାଭ ମଧ୍ୟ ରହିଛି ।  ଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ଶରୀରକୁ  ଅନେକ ଚମତ୍କାର ଲାଭ ମିଳିଥାଏ ।  ଏହା ଏକ ପ୍ରାକୃତିକ ଉପଚାର ଯାହା ଅନେକ ରୋଗରୁ  ମୁକ୍ତି ଦେବାରେ ସାହାଯ୍ୟ କରେ । ଉଷୁମ ପାଣିରେ ହେଙ୍ଗୁ ମିଶାଇ  ପିଇବା ଦ୍ୱାରା ବଦହଜମି, ଗ୍ୟାସ , ପେଟରେ ଭାରୀପଣ ସମସ୍ୟାରୁ ମୁକ୍ତି ମିଳେ ।  ଏଭଳି ରୋଗରେ ଶିକାର ହେଉଥିବା ଲେକମାନେ  ହେଙ୍ଗୁ  ପାଣି ପିଇପାରିବେ । ଲଗାତାର ହିଚକି ଆସୁଥିଲେ, ଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking