17.1 C
Bhubaneswar
Tuesday, December 9, 2025
Homeଓଡିଶାସବୁ ଗାଁକୁ ପିଚୁ ରାସ୍ତା: ରବି ନାୟକ

ସବୁ ଗାଁକୁ ପିଚୁ ରାସ୍ତା: ରବି ନାୟକ

ଭୁବନେଶ୍ୱର: ସବୁ ଗାଁକୁ ପିଚୁ ରାସ୍ତା ପ୍ରସଙ୍ଗରେ  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି ।  କହିଛନ୍ତି, ଏ ବିଷୟରେ  ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ଯୋଜନା ପ୍ରସ୍ତୁତ ପାଇଁ  ୨ ମାସ ସମୟ  ଦିଆଯାଇଛି ।  ଜିଲ୍ଲାପାଳ ମାନେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking