18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏନଏଚଆରସିରେ ବଳଙ୍ଗା ମାମଲା: ପୀଡିତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ

ଏନଏଚଆରସିରେ ବଳଙ୍ଗା ମାମଲା: ପୀଡିତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ:  ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ବଳଙ୍ଗା ମାମଲା ।  ମାମଲା କଲେ ସୂଚନା ଅଧିକାର କର୍ମୀ  ଜୟନ୍ତ ଦାସ ।  ମାମଲାର ତୁରନ୍ତ ହସ୍ତକ୍ଷେପ ପାଇଁ  ଦାବି କରିଛନ୍ତି ।  ପୀଡିତାଙ୍କୁ  ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି । ଏଥି ସହିତ ଦୋଷୀଙ୍କୁ ଗିରଫ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ  ଆଇନଗତ କାଯ୍ୟାନୁଷ୍ଠାନ ଦାବି ରଖିଛନ୍ତି । ସୂଚନା ଥାଉ କି ଆଜି ସକାଳେ ନାବାଳିକା ଜଣଙ୍କ ତାଙ୍କୁ ବନ୍ଧୁ ଘରକୁ ବହି ଫେରାଇବା ପାଇଁ ଆସୁଥିଲେ । ଗାଁ ପାଖ ନଦୀ ବନ୍ଧରୁ ୨ ରୁ ୩ ଜଣ ଦୁବୃତ୍ତ ବାଇକ ଯୋଗେ ଆସି ସେଟାରୁ ଉଠାଇ ନେଇ ତାଙ୍କ ଉପରେ ପେଟ୍ରୋଲ ଢାଳି  ନିଆଁ ଲଗାଇ ଦେଇଥିଲେ ।ପରେ   ନିଜେ ନାବାଳିକା ଜଣଙ୍କ ଜଳନ୍ତା ଅବସ୍ଥାରେ ଚାଲି ଚାଲି ଆସି  ଅନ୍ୟ ଜଣଙ୍କ ଘରକୁ ପହଞ୍ଚିଥିଲେ । ସେଠାରେ ସ୍ଥାନୀୟ ଲୋକମାନେ ନାବାଳିକାକୁ  ଆମ୍ପୁଲାନ୍ସ ଯୋଗେ ଏମ୍ସ ହସ୍ପିଟାଲକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking