21.1 C
Bhubaneswar
Monday, December 8, 2025
Homeଓଡିଶାଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ: ପିନାକ ମିଶ୍ର

ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ: ପିନାକ ମିଶ୍ର

ପୁରୀ: ପିପିଲି  ବଳଙ୍ଗାରେ ନାବାଳିକାକୁ  ନିଆଁ ଲଗାଇଦେବା ଘଟଣାରେ ଖବର ପାଇ  ଘଟଣାସ୍ଥଳ ବାୟାବରରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚିଛନ୍ତି ।  ଘଟଣାସ୍ଥଳ ଦେଖିଲା ପରେ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ସ୍ପେଶାଲ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।  ସମ୍ବେଦନଶୀଳ ଓ ସ୍ପର୍ଶକତାର ବିଷୟ, ଗୁରୁତର ସହ ନେଇଛୁ ।  କାହାରିକୁ ଅଟକ କରାଯାଇନି, କେବଳ ପଚରା ଉଚରା ଜାରି ରହିଛି ।  ଫେରେନସିକ ଟିମ ମଧ୍ୟ ଯାଞ୍ଚ ଆରମ୍ଭ କରିସାରିଛି ।  ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି ।  କେତେଜଣ ସମ୍ପୃକ୍ତ ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡିତ ଚିକିତ୍ସାଧୀନ ଥିବାରୁ ପଚରା ଉଚରା ହୋଇପାରୁନି । ଯାହାର ସମ୍ପୃକ୍ତି  ପ୍ରମାଣ ମିଳିବ , କଠୋର କାଯ୍ୟାନୁଷ୍ଠାନ  ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking