19.1 C
Bhubaneswar
Tuesday, February 10, 2026
Homeଓଡିଶା୬୦ % ପୋଡି ଯାଇଛନ୍ତି ନାବାଳିକା: ସମୀର ଦାଶ

୬୦ % ପୋଡି ଯାଇଛନ୍ତି ନାବାଳିକା: ସମୀର ଦାଶ

ଭୁବନେଶ୍ୱର: ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କିଏ , କାହିଁକି ଏପରି କରିଛି ଜଣାପଡି ନାହିଁ । ଝିଅ ୬୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର କହିଛନ୍ତି । ଦଶମ ପରେ ୨ ବର୍ଷ ହେଲା ଝିଅ ପାଠଛାଡି ଦେଇଛି । କିଏ ଏପରି କଲା ଘଟଣା ତଦନ୍ତ ସାପେକ୍ଷ ହୋଇଛନ୍ତି । ନାବାଳିକାଙ୍କୁ ଏମସଙ୍କୁ ଅଣାଯାଇ ଚିକିତ୍ସା ଚାଲିଛି । ପୋଲିସ ତଦନ୍ତ ଚଳାଇଛି, ସବୁ ଜଣାପଡିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking