19.1 C
Bhubaneswar
Monday, December 8, 2025
Homeଓଡିଶାସିଲଭର ମେଡାଲ ପାଇଁ ବିଜେଡି କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା: ଜୟନାରାୟଣ

ସିଲଭର ମେଡାଲ ପାଇଁ ବିଜେଡି କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା: ଜୟନାରାୟଣ

ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବିଧାୟକ ଜୟନାରାୟଣ ମିଶ୍ର । କହିଲେ ସିଲଭର ମେଡାଲ ପାଇଁ ବିଜେଡି – କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଫଏମ କଲେଜ ଛାତ୍ରୀ ଘଟଣାରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଛନ୍ତି ସରକାର । ମମିତା ମେହେର, ନବ ଦାସ, ମାହାଙ୍ଗା ମର୍ଡର ଉପରେ ଉଠାଇଲେ ପ୍ରଶ୍ନ । କହିଲେ ବିଜେଡି-କଂଗ୍ରେସ ସରକାର ସମୟରେ କଣ ହେଉଥିଲା ଓଡିଶାବାସୀ ଜାଣନ୍ତି । ଗଣତନ୍ତ୍ରରେ ସମସ୍ତଙ୍କର ଆନ୍ଦୋଳନ କରିବା ଅଧିକାର ଅଛି, କରନ୍ତୁ ଆନ୍ଦୋଳନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking