16.1 C
Bhubaneswar
Tuesday, December 9, 2025
Homeଓଡିଶାଓଭରବ୍ରିଜରୁ ଖସିଲା ଟ୍ରକ: ଡ୍ରାଇଭର ମୃତ

ଓଭରବ୍ରିଜରୁ ଖସିଲା ଟ୍ରକ: ଡ୍ରାଇଭର ମୃତ

ଆନନ୍ଦପୁର: ଓଭରବ୍ରିଜରୁ ଖସିଲା ମାଲବାହୀ ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଘଷିପୁରା ଥାନା ଏନଏଚ- ୨୦ କନ୍ତୋ ଓଭରବ୍ରିଜରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking