ଭୁବନେଶ୍ୱର: ବାଲେଶ୍ୱରର ଏଫଏମ ଛାତ୍ରୀ ମୃତ୍ୟୁ ମାମଲା । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରେସମିଟ । ପ୍ରେସମିଟରେ କହିଲେ ଆଗକୁ ଏଭଳି ଘଟଣା କିପରି ନଘଟିବ ପଦକ୍ଷେପ ଜରୁରୀ ରହିଛି । ରାଜ୍ୟ ସରକାର ଆକ୍ସନ ନେଇଛନ୍ତି ସତ । କିନ୍ତୁ ଏତିକି ଆକ୍ସନ କ’ଣ ଯଥେଷ୍ଟ ବୋଲି ପ୍ରଶ୍ନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିରୋଧୀ ତାଙ୍କ କର୍ତ୍ତବ୍ୟ କରୁଛନ୍ତି । ବାଲେଶ୍ୱର ଘଟଣା ଆଖି ଖେଲିଦେଇଛି । ସମ୍ବଲପୁର, ଆଠଗଡରେ ସେଥିପାଇଁ ପଦକ୍ଷେପ ନିଆଗଲା । ସରକାର ପରିବର୍ତ୍ତନ ପରେ କ’ଣ ଫରକ ଆସିଛ ବୋଲି ମଧ୍ୟ ପ୍ରଶ୍ନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର ।










