ଭୁବନେଶ୍ୱର: ଓଡିଶା ବନ୍ଦ ପାଳନକୁ ବେଆଇନ ଦର୍ଶାଇ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ପୂରା ତଦନ୍ତ ବ୍ୟବସ୍ଥାକୁ ହାଇକୋର୍ଟ ଅନୁଧ୍ୟାନରେ ରଖନ୍ତୁ । ମାମଲାରେ ରାଜ୍ୟ କଂଗ୍ରେସକୁ ପକ୍ଷଭୁକ୍ତ କରାଯାଇଛି ।










