16.1 C
Bhubaneswar
Tuesday, December 9, 2025
Homeଓଡିଶାକାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ: ମନ୍ତ୍ରୀ

କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ: ମନ୍ତ୍ରୀ

 ଭୁବନେଶ୍ୱର: ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି, ଝିଅକୁ ବାରମ୍ବାର ଅପମାନିତ କରାଯାଇଛି । ମା’ଙ୍କ ଭାବନାକୁ ଆମେ ଗ୍ରହଣ କରିଛୁ । ଯାହାର ଭୂମିକା ଅଛି ତଦନ୍ତ ପରିସରକୁ ଆସିବେ । ପରୋକ୍ଷ ଓ ପ୍ରତ୍ୟେକ୍ଷରେ ଯିଏ ବି ଥିବେ ବର୍ତ୍ତିବେନି । ନ୍ୟାୟିକ ପ୍ରକ୍ରିୟାକୁ ଲୋକେ ଅନୁଭବ କରିବେ । ପୁଣି ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଆଲୋଚନା ହେବ । ଘଟଣା ପୁନରାବୃତ୍ତି ନହେବାକୁ ଖସଡା ପ୍ରସ୍ତୁତ ହେବ । ବିରୋଧୀଙ୍କ ମତାମତକୁ ବି ସମ୍ମାନ ଦେଉ । ଯିଏ ନ୍ୟାୟ ଦେଇନାହାନ୍ତି ସେମାନେ ମତ ଦେଉଛନ୍ତି । ନ୍ୟାୟ ପାଇଁ ଯାହା ପଦକ୍ଷେପ ନେବାକୁ ପଡିବ ନିଆଯିବ । ମୋହନ ସରକାର କଡା ପଦକ୍ଷେପ ନେବ । ଘଟଣାକୁ ନେଇ ରାଜନୀତି ନକରାଯାଉ । ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଗୁରୁତ୍ୱ । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking