19.1 C
Bhubaneswar
Monday, December 8, 2025
Homeଓଡିଶାଓଲିଉଡ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ

ଓଲିଉଡ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ

ଭୁବନେଶ୍ୱର: ଓଲିଉଡ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ଏନବିଡବ୍ଲ୍ୟୁ ଆଧାରରେ ଗିରଫ କଲା  ବଡଗଡ ଥାନା ପୋଲିସ ।  କୋର୍ଟ ନିୟମ ଖିଲାଫ କରିଥିବାରୁ  ଗିରଫ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ ।  ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନ ବିହୀନ  ଗିରଫ ପରୱାନା । ପାର୍ଥ ସାରଥୀଙ୍କ ବିରୋଧରେ  ହତ୍ୟା ଧମକ, ଭିଡିଓ ଭାଇରାଲ ଭଳି ଦଫା ରହିଛି ।  ଖାରବେଳ ନଗର ଥାନାରେ ଦୀର୍ଘଦିନ ଧରି ଅଭିଯୋଗ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking