ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । କେଉଁ ଆଇପିଏସକୁ କେଉଁ ପଦବୀ ମିଳିଲା ଜାଣନ୍ତୁ..
ସଞ୍ଜୀବ ପଣ୍ଡା- ଏଡିଜି ନକ୍ସଲ ବିରୋଧୀ ଅପରେସନ, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଦାୟିତ୍ୱରେ ରହିବେ
ଅଖିଳେଶ୍ୱର ସିଂ- ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି
କେଭି ସିଂ- ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି
କନୱର ବିଶାଲ ସିଂ- ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି
ଅନୁପ ସାହୁ- ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ନିର୍ଦ୍ଦେଶକ









