25.1 C
Bhubaneswar
Saturday, December 6, 2025
Homeଓଡିଶାକାର୍ଯ୍ୟକର୍ତ୍ତାଙ୍କ ପାଇଁ ସରକାର: ମନମୋହନ

କାର୍ଯ୍ୟକର୍ତ୍ତାଙ୍କ ପାଇଁ ସରକାର: ମନମୋହନ

ଭୁବନେଶ୍ୱର: ପୁଣି ସଭାପତି ହେବା ପରେ ମନମୋହନ ସାମଲ ସମ୍ବୋଧନ କରିଛନ୍ତି । କହିଛନ୍ତି,  ମୋତେ ମିଳିଥିବା ଦାୟିତ୍ୱ ସଂଗଠନ କର୍ମକର୍ତ୍ତାଙ୍କର ।  କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ ।  କାଯ୍ୟକର୍ତ୍ତାଙ୍କ ପାଇଁ  ରାଜ୍ୟରେ ଏକାକୀ ସରକାର କରିପାରିଛୁ । କାଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି ।  ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ  କୋଟି ପୁଞ୍ଜି ଆସିଛି ।  ଆମ ସରକାର ପାଇଁ ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ  ୮୦୦ ଟଙ୍କା  ଦେଉଛୁ ।  ମା ଭଉଣୀଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇ ପାରିଛି ।  ସରକାର ଆଣିବା ଯେତିକି କଷ୍ଟ , ସଂକଳ୍ପ ପୁରା କରିବା ସେତିକି କଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking