16.1 C
Bhubaneswar
Saturday, December 6, 2025
Homeଓଡିଶାପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି

ପୁରୀ : ପୁରୀ  ଗୁଣ୍ଡିଚା ମନ୍ଦିରରେ  ପୋଲିସ  ଡିଜି ।  ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି  ସମସ୍ତ  ବ୍ୟବସ୍ଥାର ଅନୁଧୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।  ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ସେନେଇ  ମଧ୍ୟ ସ୍ଥିତି  ଅନୁଧ୍ୟାନ କରିଛନ୍ତି ।  ଗୁଣ୍ଡିଚା ମନ୍ଦିର ଭିତରେ  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ , ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ତଦାରଖ  କରୁଛନ୍ତି ।  ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ  ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଦଳା ଚକଟା ଘଟଣା ପରେ ସମସ୍ତ ସ୍ତିତିକୁ ନେଇ ଆଗୁଆ ସତର୍କ ରହିଛନ୍ତି ପୋଲିସ ଓ ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking