30.1 C
Bhubaneswar
Thursday, February 12, 2026
Homeଓଡିଶାଝାଡ଼ା ବାନ୍ତି ରୋଗ ର ନିରାକରଣ ପାଇଁ ଦୃଷ୍ଟି ଦିଅନ୍ତୁ ଡବଲ ଇଞ୍ଜିନ ସରକାର: ପ୍ରୀତି...

ଝାଡ଼ା ବାନ୍ତି ରୋଗ ର ନିରାକରଣ ପାଇଁ ଦୃଷ୍ଟି ଦିଅନ୍ତୁ ଡବଲ ଇଞ୍ଜିନ ସରକାର: ପ୍ରୀତି ରଞ୍ଜନ

ଯାଜପୁର: ଯାଜପୁର ଜିଲ୍ଲା ରେ ଝାଡ଼ା ବାନ୍ତି ହଇଜା ରୋଗ ମହା ମାରି ରୂପ ନେଉଛି ସୁକିନ୍ଦା ଖଣି ଉପତ୍ୟକା ରେ ରାଜ୍ୟ ସରକାର କଂପାନୀ ମାନେ ସଲଗନ୍ନ 5ଟି ପଞ୍ଚାୟତ ଓ ଶ୍ରମିମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ନିରାକରଣ ଓ ସ୍ୱଛତା ଉପରେ ସ୍ୱତ୍ରନ୍ତ ଧ୍ୟାନ ଦିଅନ୍ତୁ ବୋଲି ପୂର୍ବ ତନ ମାନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ଦାବୀ କରିଚନ୍ତି l ଦୂଷିତ ହେଉଛି ଡ଼ମଶାଳ ନାଳ, ପ୍ରଶାସନ ପଦକ୍ଷେପ ନେବାକୁ ସେ ଦାବି କରିଚନ୍ତି। ସୁକିନ୍ଦା ଖଣି ଅଞ୍ଚଳରେ ଥିବା ୫ ପଞ୍ଚାୟତର କାଳିଆପାଣି, କଂସ, ଚିଙ୍ଗୁଡିପାଳ, ରାଁସୋଳ, କାଙ୍କଡପାଳ ପଞ୍ଚାୟତରେ ପ୍ରତିଦିନ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ବାରା କ୍ରୋମାଇଟ ପରିବହନ ପାଇଁ ହଜାର ହଜାର ସଂଖ୍ୟାରେ ଟ୍ରକ ଚାଳକ ଓ ହେଲ୍ପର ଏକତ୍ରିତ ହେଉଛନ୍ତି । ବିପୁଳ ସଂଖ୍ୟାରେ ଟ୍ରକ ଆସୁଥିଲା ବେଳେ ଓଏମସି, ଟାଟା, ଜିନ୍ଦଲ, ବାଲେଶ୍ବର ଆଲଏଜ, ଇମ୍ଫା, ବେଦାନ୍ତ ଓସ୍ତପାଳ ଠାରେ ଡ୍ରାଇଭର ଓ ହେଲପର ମାନଙ୍କ ପାଇଁ କୌଣସି ଶୌଚାଳୟ ବ୍ୟବସ୍ଥା ନାହିଁ I ତେଣୁ ପ୍ରତ୍ୟେକ ଦିନ ଡ୍ରାଇଭର ଓ ହେଲ୍ପର ଶୌଚ ପାଇଁ ସଳ୍ପ ପାଣି ବୋହି ଯାଉଥୁବା ଡମଶାଳ ନାଳ ଉପରେ ନିର୍ଭରଶୀଳ ।ଏହା ଦ୍ୱାରା ଖଣି ଅଞ୍ଚଳବାସୀଙ୍କ ଜୀବନ ରେଖା କୁହା ଯାଉଥିବା ଡମଶାଳ ନାଳ ପାଣି ଦୂଷିତ ହେଉଅଛି । ଯାହା ଖଣି ଅଞ୍ଚଳରେ ଡାଇରିଆ ଓ ହଇଜା ବ୍ୟାପିବାର ପ୍ରମୁଖ କାରଣ ହୋଇଛି । ଖଣି ଅଞ୍ଚଳବାସୀ ବହୁଳ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏସବୁ କୁ ଦୃଷ୍ଟିରେ ରଖି ଜିଲ୍ଲା ରେ ପ୍ରଶାସନ ପକ୍ଷରୁ ଆଗାମୀ ୨ ଦିନ ମଧ୍ୟରେ ବିଭିନ୍ନ ଖଣିରୁ କ୍ରୋମାଇଟ ପରିବହନ ବନ୍ଦ କରିବାକୁ ଦାବି କରିଛନ୍ତି ଜନ ପ୍ରତି ନିଧି ମାନେ । ଏହା କରାନଗଲେ ଆଗାମି ଦିନରେ ଖଣି ପ୍ରଭାବିତ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ମାନେ ଆନ୍ଦୋଳନକୁ ଓହ୍ଲାଇ କ୍ରୋମାଇଟ ପରିବହନ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖଣି ଅଞ୍ଚଳ ର ଅଧିବାସୀ ମାନେ ଅନ୍ୟ ପକ୍ଷ ରେ ସୁକିନ୍ଦା ଖଣି ଅଞ୍ଚଳ କୂ ସୁରକ୍ଷିତ ରଖିବା ପାଇଁ ପର୍ବ ତନ ମନ୍ତ୍ରୀ ଶ୍ରୀ ଘଡେଇ ଙ୍କ ଅଧ୍ୟକ୍ଷତା ରେ ଖଣି ଅଞ୍ଚଳ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା ଡମ ଶଳା ନଦୀ କୁ ପ୍ରଦ୍ୟୁଷଣ ମୁକ୍ତ ରଖିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ଖଣି ଅଞ୍ଚଳ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆଲୋଚନା କରା ଯାଇ ଥିଲାଖଣି ମାଲିକ ମାନେ ଶୌଚାଳୟର ବ୍ୟବସ୍ଥା କରି ନାହାନ୍ତି । ଶୌଚ ପାଇଁ ପ୍ରତ୍ୟେକ ଦିନ ହଜାର ଟଙ୍କାର ହଜାର ଡ୍ରାଇଭର ମାନେ ଡମଶାଳ ନାଳ କୂଳରେ ଶୌଚ କରୁ ଥିବାରୁ ଅଞ୍ଚଳବାସୀଙ୍କ ଲାଇଫ ଲାଇନ ଡମଶାଳ ନାଳ ପାଣି ଦୂଷିତ ହେଉଅଛି । ତୁରନ୍ତ ଖଣି ମାଲିକ ମାନେ ଶୌ ଳlୟ ନିର୍ମାଣ କରିବା ପାଇଁ ଦାବୀ ହେଉଚି l ଏଥି ପ୍ରତି ସରକାର ଖଣି ମାଲିକ ମାନେ ଦୃଷ୍ଟି ନ ଦିଅନ୍ତି ଖଣି ଅଂଚଳ ରେ ପରିବହନ ଠପ୍ କାରା ଯିବ ବୋଲି ବୈଠକ ରେ ନିଷ୍ପତି ହୋଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking