21.1 C
Bhubaneswar
Saturday, December 6, 2025
Homeଓଡିଶାମୋଦୀଙ୍କ ଗସ୍ତକୁ କଂଗ୍ରେସର ବିରୋଧ

ମୋଦୀଙ୍କ ଗସ୍ତକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସର ବିରୋଧ  । କଂଗ୍ରେସ ଭବନ ସମ୍ମୁଖରେ ଶାନ୍ତିପୁଣ୍ଣ ଆନ୍ଦୋଳନ କରୁଛନ୍ତି ।  ବର୍ଷ ଏକ ପ୍ରତାରଣା ଅନେକ ନାରା ଦେଇ ଆନ୍ଦୋଳନ କରିଛନ୍ତି ।  ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସାମିଲ ଅଛନ୍ତି ।  ୧୫ରୁ ଅଧିକ  ଯୁବ ଓ ଛାତ୍ର କଂଗ୍ରେସ  କର୍ମୀ ଅଟକ ରହିଛନ୍ତି ।   ରାମ ମନ୍ଦିର ନିକଟରୁ  ଉଠାଇ ନେଇଥିଲା ପୋଲିସ ।  ଆନ୍ଦୋଳନ କରିବାକୁ କଂଗ୍ରେସ ଭବନ ଯାଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking