17.1 C
Bhubaneswar
Sunday, February 8, 2026
Homeଓଡିଶା ଦ୍ୱିତୀୟ ଦିନରେ ବି ନବଦାସଙ୍କ ଘରେ ରେଡ

 ଦ୍ୱିତୀୟ ଦିନରେ ବି ନବଦାସଙ୍କ ଘରେ ରେଡ

ଝାରସୁଗୁଡା: ନବ ଦାସଙ୍କ ଲିଙ୍କରେ  ଆଜି ବି ବି ଦ୍ୱିତୀୟ ଦିନରେ ସୁନ୍ଦରଗଡ , ଝାରସୁଗୁଡା, ଦିଲ୍ଲୀ ଓ ଭୁବନେଶ୍ୱରରେ  ଆୟକର ବିଭାଗର ଚଢାଉ ଜାରି  ରଖିଛି ।  ଗତକାଲି  ମଧ୍ୟ ନବ ଦାସଙ୍କ  ଝାରସୁଗୁଡା ସରବାହାଲସ୍ଥିତ ବାସଭବନ ସମେତ  ୨୦ରୁ ଅଧିକ ଠିକଣାରେ  ଆୟକର ବିଭାଗ ପକ୍ଷରୁ ଚଢଉ ହୋଇତିଲା ।  ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ , ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ଉ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking