21.1 C
Bhubaneswar
Wednesday, February 11, 2026
Homeଓଡିଶାସୁନ୍ଦରଗଡ଼ ସୀମାନ୍ତରୁ ପାଞ୍ଚ ନକ୍ସଲ ଗିରଫ

ସୁନ୍ଦରଗଡ଼ ସୀମାନ୍ତରୁ ପାଞ୍ଚ ନକ୍ସଲ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ପୁଲିସ ନିଷିଦ୍ଧ ସଂଗଠନ ଟିଏସ୍‌ପିସି ର ମୋଷ୍ଟ ୱାଣ୍ଟେଡ୍ ଏରିଆ କମାଣ୍ଡର ପ୍ରଶାନ୍ତ ଓରଫ ଅବଧେଶ ସିଂହ ସମେତ ପାଞ୍ଚଜଣ ନକ୍ସଲକୁ ଗିରଫ କରିଛି। ସେମାନଙ୍କଠାରୁ ଆମେରିକା ନିର୍ମିତ ଏଆର୍ ୧୫ ଏମ୍‌-୪ ରାଇଫଲ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ନକ୍ସଲମାନେ ସମ୍ପ୍ରତି କେରେଡାରି ଥାନା ଅଞ୍ଚଳରେ ଏକ ଖଣି କମ୍ପାନିରେ ଆକ୍ରମଣ କରି ଅନେକ ଗାଡ଼ି ପୋଡ଼ି ଦେଇଥିଲେ। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସେମାନଙ୍କ ବିରୋଧରେ ହତ୍ୟା, ଗୁଳିଚାଳନା, ଦାଦାବଟି ଆଦାୟ, ଅପହରଣ ଭଳି ମାମଲା ମଧ୍ୟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking