ଭୁବନେଶ୍ୱର: ବହୁତ ଅଫିସର ଇନଆକ୍ଟିଭ ରହୁଛନ୍ତି ।୨୪ ବର୍ଷର ନିଦ ଗୋଟିଏ ବର୍ଷରେ ଭାଙ୍ଗିବନି । ଅଫିସରମାନଙ୍କୁ ଆମେ ଉଠାଉଛୁ । ୨୪ ବର୍ଷ ହେଲା ଯାହା ଚାଲିଥିଲା, ଆଉ ଚାଲିବନି । ସକ୍ରିୟ ରହି ଲୋକଙ୍କ ହିତରେ କାମ କରନ୍ତୁ ଅଫିସର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।