18.1 C
Bhubaneswar
Thursday, December 18, 2025
Homeଓଡିଶାଝାଡାବାନ୍ତି: ୫୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ଝାଡାବାନ୍ତି: ୫୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ପାକଲହଡା: ପୋଡାଗଡ ଗାଁରେ ବ୍ୟାପୁଛି ଝାଡାବାନ୍ତି । ୫୦ରୁ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି । କଣିହାଁ ଓ ଖମାର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସୁସୁବା ପଞ୍ଚାୟତ ପୋଡାଗଡ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା କରୁଛନ୍ତି । ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅପଟେ ଝାଡାବାନ୍ତି ବ୍ୟାପିବାର କାରଣ ଏର୍ପ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ଗାଁରେ ଏନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking