26.1 C
Bhubaneswar
Saturday, December 13, 2025
Homeଓଡିଶାଖୁବଶୀଘ୍ର ଭୁବନେଶ୍ୱର ରିଙ୍ଗ ରୋଡ: ମନ୍ତ୍ରୀ

ଖୁବଶୀଘ୍ର ଭୁବନେଶ୍ୱର ରିଙ୍ଗ ରୋଡ: ମନ୍ତ୍ରୀ

ଭୁବନେଶ୍ୱର:  ମାସେ ଭିତରେ  ଆରମ୍ଭ ହେବ ଭୁବନେଶ୍ୱର ରିଙ୍ଗ ରୋଡ କାମ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ବାମ ଓ ଡାହାଣ ରାସ୍ତା କାମ ସରିବ । ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ  ଟ୍ରାଫିକ ଲାଇଟ  ହଟାଇ ଟେକ୍ନୋଲୋଜି  ବ୍ୟବହାର ନେଇ ପ୍ରକ୍ରିୟା ଆରମ୍ଭ ହେବ । ସହରକୁ ଭିଡ ମୁକ୍ତ ପାଇଁ  ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ହେବ । ଅଢେଇରୁ ତିନି ବର୍ଷ ଭିତରେ ସମସ୍ତ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking